Hata Thari Mate Odia Song Lyrics In Odia Language

ODIA SONG LYRICS

Hata Thari Mate Dakiba Ki Sate Odia Song Lyrics In Odia Language

ହାତ ଠାରି ମତେ ଡ଼ାକିବ କି ସତେ

ହାତ ଠାରି ମତେ ଡ଼ାକିବ କି ସତେ

ରଥ ଯାତରାକୁ ଏ ଦୁଃଖୀକୁ ପୁରିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ହାତ ଠାରି ମତେ ଡ଼ାକିବ କି ସତେ

ହାତ ଠାରି ମତେ ଡ଼ାକିବ କି ସତେ

ରଥ ଯାତରାକୁ ଏ ଦୁଃଖୀକୁ ପୁରିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ଭାବ ବିନୋଦିଆ ମୋର ଭାବ ବୁଝି ପାରିବ

ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ

ଭାବ ବିନୋଦିଆ ମୋର ଭାବ ବୁଝି ପାରିବ

ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ

ଲାଗିଲେ ତା ଡୋରି ଯିବି ପୁରି ଭାବେ ମୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ନନ୍ଦିଘୋଷେ ବସିଥିବ ମୋର କଳା ବାମନ

Hata Thari Mate Odia Song Lyrics In Odia Language

ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ

ନନ୍ଦିଘୋଷେ ବସିଥିବ ମୋର କଳା ବାମନ

ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ

ରଥ ଟାଣୁଥିବି ଜାଣୁଥିବି ଧନ୍ୟ ମୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ହାତ ଠାରି ମତେ ଡ଼ାକିବ କି ସତେ

ହାତ ଠାରି ମତେ ଡ଼ାକିବ କି ସତେ

ରଥ ଯାତରାକୁ ଏ ଦୁଃଖୀକୁ ପୁରିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

ମୁ ଚିଠି ଲେଖିଚି ମୋ ନୀଳମଣିକୁ

Hata Thari Mate Dakiba Ki Sate Odia Song Lyrics In Odia Language